
Nikhoj Netajee (MP3-Download)
Ungekürzte Lesung. 357 Min.
Sprecher: ମଜୀଠୀଆ, ମୋହନ୍
PAYBACK Punkte
3 °P sammeln!
ଆଜି ମଧ୍ୟ ନେତାଜୀଙ୍କୁ ନେଇ ନାନା ପ୍ରଶ୍ନବାଚୀ! ଏଠି କୁହେଳିକା, ସେଠି ପ୍ରହେଳିକା! ସେ ମୃତ ନା ଜୀବିତ- ଏ ସମ୍ପର୍କରେ ବହୁବାର ଭଉଁରି କାଟିଛି ବିତର୍କର ବାତ୍ୟା! କୁହୁଡି ଭିତରୁ ଆଜି କିନ୍ତୁ ଝଲସି ଉଠୁଛି ଝଡର ଦିହୁଡ଼ି...! ଶବ୍ଦାୟିତ ହୋଇଉଠୁଛି ଶତାବ୍ଦୀର ସତ୍ୟପାଠ! ନେତାଜ...
ଆଜି ମଧ୍ୟ ନେତାଜୀଙ୍କୁ ନେଇ ନାନା ପ୍ରଶ୍ନବାଚୀ! ଏଠି କୁହେଳିକା, ସେଠି ପ୍ରହେଳିକା! ସେ ମୃତ ନା ଜୀବିତ- ଏ ସମ୍ପର୍କରେ ବହୁବାର ଭଉଁରି କାଟିଛି ବିତର୍କର ବାତ୍ୟା! କୁହୁଡି ଭିତରୁ ଆଜି କିନ୍ତୁ ଝଲସି ଉଠୁଛି ଝଡର ଦିହୁଡ଼ି...! ଶବ୍ଦାୟିତ ହୋଇଉଠୁଛି ଶତାବ୍ଦୀର ସତ୍ୟପାଠ! ନେତାଜୀ ଅନ୍ତର୍ଦ୍ଧାନର ଅଜଣା ରହସ୍ୟକୁ ନେଇ ବିବୁଧରଞ୍ଜନଙ୍କ ବହୁଚର୍ଚ୍ଚିତ ବହି: ନିଖୋଜ ନେତାଜୀ!
Dieser Download kann aus rechtlichen Gründen nur mit Rechnungsadresse in A, D ausgeliefert werden.