
Kete Rangara Jibana (MP3-Download)
Ungekürzte Lesung. 232 Min.
Sprecher: ମହାନ୍ତି, ଅନିତ୍ୟ
PAYBACK Punkte
1 °P sammeln!
ମନର ଚାହିଦା ପରି ଦେହର ମଧ୍ୟ ଯେ କିଛି ଚାହିଦା ଅଛି, ତାହା ସ୍ୱୀକାର କରନ୍ତି ଏହି ଉପନ୍ୟାସର ଚରିତ୍ରମାନେ! ପାପ-ପୁଣ୍ୟ ଓ ଭଲ-ମନ୍ଦର ଲକ୍ଷ୍ମଣରେଖା ଡେଇଁ ଜୀବନ ଆଉକିଛି ଖୋଜୁଥାଏ, ଝୁରୁଥାଏ କିଛି ସ୍ମୃତିକୁ ଏବଂ ଦେଖୁଥାଏ କିଛି ମିଠା ସ୍ୱପ୍ନ! ଲୁହ, ଦୀର୍ଘଶ୍ୱାସ, ନିଷିଦ୍ଧ ସ୍...
ମନର ଚାହିଦା ପରି ଦେହର ମଧ୍ୟ ଯେ କିଛି ଚାହିଦା ଅଛି, ତାହା ସ୍ୱୀକାର କରନ୍ତି ଏହି ଉପନ୍ୟାସର ଚରିତ୍ରମାନେ! ପାପ-ପୁଣ୍ୟ ଓ ଭଲ-ମନ୍ଦର ଲକ୍ଷ୍ମଣରେଖା ଡେଇଁ ଜୀବନ ଆଉକିଛି ଖୋଜୁଥାଏ, ଝୁରୁଥାଏ କିଛି ସ୍ମୃତିକୁ ଏବଂ ଦେଖୁଥାଏ କିଛି ମିଠା ସ୍ୱପ୍ନ! ଲୁହ, ଦୀର୍ଘଶ୍ୱାସ, ନିଷିଦ୍ଧ ସ୍ୱପ୍ନ ଓ ଉନ୍ମୁକ୍ତ ଇଚ୍ଛାର ଏକ ପୃଥକ କାହାଣୀ ହେଉଛି 'କେତେ ରଙ୍ଗର ଜୀବନ', ଯାହା ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ପୋଖତ ହାତରେ ରଚିତ!
Dieser Download kann aus rechtlichen Gründen nur mit Rechnungsadresse in A, D ausgeliefert werden.