
Bhima Bhuyan
Versandkostenfrei!
Versandfertig in über 4 Wochen
14,99 €
inkl. MwSt.
PAYBACK Punkte
7 °P sammeln!
ଭୀମା ଭୂୟାଁ ଉପନ୍ୟାସ ଓଡ଼ିଆ ଉପନ୍ୟାସ ସାହିତ୍ୟର ଏକ କ୍ରାନ୍ତିକାରୀ ସୃଷ୍ଟି । ଭୂୟାଁ ସର୍ଦ୍ଦାରର ପୁଅ ଭୀମା ଓ ରାଜା ହରିଚନ୍ଦନଙ୍କ କନ୍ୟା ଜେମାର ପ୍ରଣୟ ଆକର୍ଷଣର ଚିତ୍ରକୁ ସଫଳତାର ସହ ଉପସ୍ଥାପିତ କରିଛନ୍ତି ଔପନ୍ୟାସିକ । ଏହାବ୍ୟତୀତ ଭୂୟାଁ ଜାତିର ଜୀବନଯାତ୍ରା, ବିବ...
ଭୀମା ଭୂୟାଁ ଉପନ୍ୟାସ ଓଡ଼ିଆ ଉପନ୍ୟାସ ସାହିତ୍ୟର ଏକ କ୍ରାନ୍ତିକାରୀ ସୃଷ୍ଟି । ଭୂୟାଁ ସର୍ଦ୍ଦାରର ପୁଅ ଭୀମା ଓ ରାଜା ହରିଚନ୍ଦନଙ୍କ କନ୍ୟା ଜେମାର ପ୍ରଣୟ ଆକର୍ଷଣର ଚିତ୍ରକୁ ସଫଳତାର ସହ ଉପସ୍ଥାପିତ କରିଛନ୍ତି ଔପନ୍ୟାସିକ । ଏହାବ୍ୟତୀତ ଭୂୟାଁ ଜାତିର ଜୀବନଯାତ୍ରା, ବିବାହ ବିଧି, ପର୍ବପର୍ବାଣି, ଆତିଥେୟତା ଏବଂ ଦେବବିଶ୍ୱାସ ଚିତ୍ରରେ ଗତିମୁଖର ଏହି ଉପନ୍ୟାସ ।