
Apurba Aranya
Versandkostenfrei!
Versandfertig in über 4 Wochen
56,99 €
inkl. MwSt.
PAYBACK Punkte
28 °P sammeln!
ଗତ କାଲିର ଦିନକୁ ସମସ୍ତେ ଭୁଲିଯାଆନ୍ତୁ, ବାଟ ଖୋଜିବାରେ ସମୟ ଅପଚୟ ନକରି, ସବୁଜର ବନ୍ଧନରେ ବାନ୍ଧି ହୋଇଯାଆନ୍ତୁ। ହୃଦୟ, ମନକୁ ବିସ୍ତୀର୍ଣ୍ଣ ସବୁଜ ପ୍ରାଙ୍ଗଣରେ ଖୋଲା ଛାଡିଦିଅନ୍ତୁ। ଆରମ୍ଭର ଅସ୍ପଷ୍ଟ ଲାଗୁଥିବା ଚିତ୍ର ସ୍ପଷ୍ଟ ହୋଇଉଠିବ ତେବେ। ସେହି ସବୁଜର ବିସ୍ମୟ ...
ଗତ କାଲିର ଦିନକୁ ସମସ୍ତେ ଭୁଲିଯାଆନ୍ତୁ, ବାଟ ଖୋଜିବାରେ ସମୟ ଅପଚୟ ନକରି, ସବୁଜର ବନ୍ଧନରେ ବାନ୍ଧି ହୋଇଯାଆନ୍ତୁ। ହୃଦୟ, ମନକୁ ବିସ୍ତୀର୍ଣ୍ଣ ସବୁଜ ପ୍ରାଙ୍ଗଣରେ ଖୋଲା ଛାଡିଦିଅନ୍ତୁ। ଆରମ୍ଭର ଅସ୍ପଷ୍ଟ ଲାଗୁଥିବା ଚିତ୍ର ସ୍ପଷ୍ଟ ହୋଇଉଠିବ ତେବେ। ସେହି ସବୁଜର ବିସ୍ମୟ ଭିତରେ ଯାତ୍ରା ଜାରି ରହୁ। ଜଳରେ ସବୁ ପ୍ରତିଫଳନ ସଚଳ, ସଜୀବ ଦିଶୁ। ବୁଝନ୍ତୁ ସମସ୍ତେ, ମହାନ ଅରଣ୍ୟରେ ନିଜକୁ ବନ୍ଧନରେ ରଖିବାର ଆବଶ୍ୟକ ନାହିଁ, ଦରକାର ଅଛି କେବଳ ସ୍ୱପ୍ନର ନିର୍ଝରିଣୀ କୂଳରେ ପଦଚାଳନା, ପାଦ ନଥକୁ ତ କେବେ।